ଅଷ୍ଟ୍ରେଲିଆ ଆକାଶରେ ୨ ହେଲିକପ୍ଟର୍‌ ଧକ୍କାରେ ୪ ମୃତ, ୩ ଆହତ

ସିଡ୍‌ନି: ଆଜି ଅଷ୍ଟ୍ରେଲିଆର ପର୍ଯ୍ୟଟନସ୍ଥଳୀ ‘ଗୋଲ୍‌ଡ୍‌ କୋଷ୍ଟ୍‌’ ଆକାଶରେ ଦୁଇଟି ହେଲିକପ୍ଟର୍‌ ପରସ୍ପର ସହିତ ଧକ୍କା ଖାଇବାରୁ ୪ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ର ଦୁଇଟିରୁ ଗୋଟିଏ ହେଲିକପ୍ଟର୍‌ର ପଙ୍ଖାଟିଏ ବାଲିରେ ପଡ଼ିଥିବା ଫଟୋଟିଏ ବି ସେମାନେ ଦେଖାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ଆଉ ୩ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା ପୁଲିସ କହିଛି। ପବ୍ଲିକ୍‌ ବ୍ରଡ୍‌କାଷ୍ଟର୍‌ ‘ଏବିସି’ରେ ପ୍ରସାରଣ କରିଥିବା … Continue reading ଅଷ୍ଟ୍ରେଲିଆ ଆକାଶରେ ୨ ହେଲିକପ୍ଟର୍‌ ଧକ୍କାରେ ୪ ମୃତ, ୩ ଆହତ